ନଘାଂ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

[ନଂଘା—ଅନ୍ୟରୂପ]

ଦେଶଜ - ବିଶେଷଣ - ସମ୍ପାଦନା

୧. (ହିନ୍ଦୀରୁ ଅନୁକୃତ; ତୁଳ. ସଂସ୍କୃତ - ନଗ୍ନ; ପ୍ରା. ଣଗ୍ଗଳ)—ଲଂଘା; ଉନ୍ମୁକ୍ତ — ୧. Open; drawn (sword); unsheathed.

(ଯଥା—ନଘାଂ ତରବାରୀ )

୨. (ସଂସ୍କୃତ - ଲମ୍ୱ) ଲମ୍ୱା —୨. Long.

(ଯଥା—ମାଡ ମାରି ତତେ ନଘାଂ କରି ଶୁଆଇ ଦେବି )

୩. (ସଂସ୍କୃତ - ଲଂଘନ) ଉପବାସ କରିଥିବା — ୩. Fasting; famished.



ନଘାଂ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ନଂଘା—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନଗ୍ନ) ସମ୍ପାଦନା

୧. ଚାଳରୁ ବର୍ଷାପାଣି ଗଡ଼ି ଭୂମିରେ ନ ପଡ଼ି ବହିଯିବା ନିମନ୍ତେ ଓଳିର ଚାଳର ଠିକ୍ ତଳେ ଲମ୍ୱ— ଭାବରେ ଦିଆ ଯାଇଥିବା ନଡ଼ିଆ ବା ତାଳଗଛର ଗଣ୍ଡିର ଫମ୍ପା ଫାଳ; ଲୋଧା —୧. Half of the split trunk of a palm or cocoanut tree placed lengthwise under the eaves of a thatch for preventing the eaves-droppings from falling on the ground.
୨. ସମକୋଣଭାବରେ ମିଳିତ ହୋଇଥିବା ଦୁଇଟି ଚାଳର ନ୍ୟୁବ୍ଳପୃଷ୍ଠ ସନ୍ଧିସ୍ଥଳ —୨. The concave declivity formed by two thatches when they meet each other at a right angle.

[ଦ୍ରଷ୍ଟବ୍ୟ —ଯେବେ ସମକୋଣଭାବରେ ଅବସ୍ଥିତ ଦୁଇଟି ଘରର ଚାଳ ଏପରି ମିଳିତ ହୋଇଥାଏ ଯେ ଉତ୍ତର ବା ଦକ୍ଷିଣଆଡୁ ଆସିଥିବା ଚାଳ ସଙ୍ଗେ ପୂର୍ବ ବା ପଶ୍ଚିମଆଡୁ ଆସିଥିବା ଚାଳ ଗୋଟିଏ ସମକୋଣୀ ଗହ୍ୱରଯୁକ୍ତ (concave) ସନ୍ଧି ସୃଷ୍ଟି କରେ ତେବେ ସେହି ସନ୍ଧିକୁ ଲଙ୍ଘା ବା ନଙ୍ଘା ବୋଲାଯାଏ; ଉଭୟ ଚାଳର ତତ୍ତତ୍ ଅଂଶର ବର୍ଷଣା ପାଣି ସେହି ନଙ୍ଘାବାଟେ ଗଡ଼ି ଦୁଇ ଓଳିର କଣବାଟେ ତଳକୁ ପଡ଼େ ]

ଦେଶଜ - ବିଶେଷଣ - ସମ୍ପାଦନା

ନଙ୍ଗା (ଦେଖ) - —Naṅgā (See)