ନଗାଧିପ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ନଗାଧିପତି,ନଗାଧିରାଜ,ନଗାଧୀଶ୍ୱରଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (୬ଷ୍ଠ ତତ୍; ନଗ+ଅଧିପ) ସମ୍ପାଦନା

୧. ସବୁଠାରୁ ବଡ଼ ପର୍ବତ — ୧. The greatest or biggest mountain.
୨. ହିମାଳୟ ପର୍ବତ — ୨. The Himalayas.
୩. ସୁମେରୁ ପର୍ବତ —୩. The mytholegical Sumeru mountain.