ନଗର ନିବାସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. (ମ. ପ. ଲୋ; କର୍ମଧା; ନଗର+ନିବାସ) ମଫସଲବାସୀ ବଡ଼ଲୋକଙ୍କର ସହରରେ ଥିବା ଅଟ୍ଟାଳିକା ବା ବାସଭବନ —୧. Town residence of a country magnate
୨. ନଗରରେ ବାସ କରିବା —୨. Living in a city; taking up one's residence in a town.