ନଗରପାଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନଗରପାଳକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନଗର+ପାଳ) ସମ୍ପାଦନା

୧. କଟୁଆଳ; ନଗର ଜଗିବା ପ୍ରଧାନ କର୍ମଚାରୀ — ୧. Police commissioner; the head of the city police.
୨. ସହରର ସନ୍ତ୍ରୀ ବା ପ୍ରହରୀ ଚୌକିଦାର — ୨. A watchman; town-guard; sentinel; constable.
୩. ସହରର ଶାନ୍ତରକ୍ଷକ ପୁଲିସ ଫଉଜ — ୩. The town police.
୪. ପ୍ରାଚୀନଭାରତରେ ନଗରର ଶାସନ ଓ ନ୍ୟାୟବିଚାର ସମ୍ୱନ୍ଧୀୟ ବିଷୟମାନ ତନଖିବା ପାଇଁ ରାଜାଙ୍କ ତରଫରୁ ନିଯୁକ୍ତ କର୍ମଚାରୀ —୪. A person employed by the king in ancient India to superintend the executive and judicial administration of a town.