ନଗନ ଧରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

[ ନଗନ ଧରା(ରେ)ଇବା—ଣିଜନ୍ତ ରୂପ]

=== ଗ୍ରାମ୍ୟ - କ୍ରି—(ଜ୍ୟୋତିଷ ମତରେ)

ବିବାହାଦି ଶୁଭ କାର୍ଯ୍ୟ ପାଇଁ ଲଗ୍ନ ସ୍ଥିର କରିବା — To ascertain or fix the most opportune moment for performing a ceremony.