ନଗଜ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନଗଜା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ନଗ+ଜନ୍ ଧାତୁ+କର୍ତ୍ତୃ. ଅ) ସମ୍ପାଦନା

ପର୍ବତଜାତ — Produced from a mountain; mountain-born.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ହସ୍ତୀ —Elephant.