ନଗ
ନଗ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷଣ - (ନ=ନୁହେଁ=ଗମ୍ ଧାତୁ=ଯିବା+କର୍ତ୍ତୃ. ଅ; ଯାହା ଗତି କରେ ନାହିଁ)
ସମ୍ପାଦନାଅଚଳ; ସ୍ଥିର —Immobile.
ସଂସ୍କୃତ - ବିଂ.
ସମ୍ପାଦନା- ୧. ପର୍ବତ —୧. Mountain.
- ୨. ବୃକ୍ଷ —୨. Tree.
- ୩. ସାତ ସଂଖ୍ୟା (ହିନ୍ଦୀ - ଶ.) — ୩. The number seven (Apte).
- ୪. ସର୍ପ; ସାପ (ହିନ୍ଦୀ - ଶ) —୪. Serpent (Apte).
- ୫. ସୂର୍ଯ୍ୟ (ହିନ୍ଦୀ - ଶ) —୫. The sun (Apte).
- ୬. ବୃକ୍ଷଲତାଦି — ୬. A plant (in general) (Apte)
ଦେଶଜ - ବିଶେଷ୍ୟ - ପୁଂ—(ଆଦରାର୍ଥ)
ସମ୍ପାଦନାନଗେନ୍ଦ୍ରର ଡାକ ନାମ — A name by which Nagendra is called.