ନଖ ରାମ୍ପୁଡ଼ା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ନଖଦ୍ୱାରା ଚିରିବା ବା ବିଦାରିବା — ୧. Scratching by finger-nails.
୨. ନଖଚିହ୍ନ —୨. Marks left by scratching with the nails.

ଦେଶଜ - ବିଶେଷଣ -

ସମ୍ପାଦନା

ନଖରେ ରାମ୍ପିବାରୁ ଉତ୍ପନ୍ନ; ନଖରେ ରାମ୍ପୁଡ଼ିବା ଯୋଗୁଁ ହୋଇଥିବା —Due to nail-scratching.