ନଖ ବିଷ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନଖ+ ବିଷ) ସମ୍ପାଦନା

ଯେଉଁ ଜୀବମାନଙ୍କୁ ନଖରେ ବିଷ ଅଛି ଓ ଯେଉଁ ମାନଙ୍କ ନଖକ୍ଷତ ବିଷାକ୍ତ —(animals) Having poisonous nails.

(ଯଥା—ମନୁଷ୍ୟ, ବିରାଡ଼ି, କୁକୁର, ମାଙ୍କଡ଼, କୁମ୍ଭୀର, ବେଙ୍ଗ, ଗୋଧି, ଚେମ୍ପେଇନେଉଳି, ଝିଟିପିଟି)

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ) ସମ୍ପାଦନା

ନଖାଘାତଦ୍ୱାରା ଜାତ ବିଷ — Poison resulting from scratching with the nails.