ନଖ ଗଳାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ନଖ ଗଳିବା—ବି)

ଦେଶଜ - କ୍ରିୟାପଦ - ସମ୍ପାଦନା

୧. କୌଣସି ପଦାର୍ଥରେ ନଖକୁ ଫୋଡ଼ିବା —୧. To thrust the sharp ends of the nails into something.
୨. ରାମ୍ପୁଡ଼ିବା — ୨. To scratch with the nails.