ନଖ କୃନ୍ତନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. (୬ଷ୍ଠୀ ତତ୍; ନଖ+ କୃନ୍ତନ) ===

ନଖ କାଟିବା —୧. The paring or clipping of the nails.

୨. (ନଖ+ କୃତ୍ ଧାତୁ= ଛେଦନ କରିବା+ କରଣ. ଅନ)— ନହୁରୁଣୀ —୨. Barber's nail-clipper.