ନଖ କାଟିବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ନଖ+ କର୍ତ୍ତନ)

ସମ୍ପାଦନା

ଅଙ୍ଗୁଳି ଅଗରୁ ନଖର ବର୍ଦ୍ଧିତ ଅଂଶ ଛେଦନ କରିବା — To pare or clip the nails.

[ଦ୍ରଷ୍ଟବ୍ୟ —ଭଣ୍ଡାରିମାନଙ୍କଦ୍ୱାରା ବାଳ ଉତୁରିବା ଓ ନଖ କାଟିବା କର୍ମ ହୁଏ]