ନଖ୍ନଉ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ନଖ୍ନୋର୍—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ହିନ୍ଦୀ - ନକଲନୋର) ସମ୍ପାଦନା

୧. ଏକ ପ୍ରକାର ଛୋଟ ଚଢ଼େଇ; ନାଲ୍ ଚଢ଼େଇ —୧. A kind of small bird.

[ଦ୍ରଷ୍ଟବ୍ୟ —ଏହା ୩ ୪: ଇଞ୍ଚ ଲମ୍ୱା ଏହାର ଦେହଯାକ କଳା, ନାଲି ଓ ଧଳା ଟିପି ଟିପି ଚିହ୍ନ ଥାଏ]

୨. ନକନୋର୍ (ଦେଖ) - — ୨. Nakanor (See)

ଗ୍ରାମ୍ୟ - ବିଶେଷ୍ୟ - ସମ୍ପାଦନା

ଅଯୋଧ୍ୟାର ନଗର ଓ ଜିଲ୍ଲାବିଶେଷ; ଲକ୍ଷ୍ଣୌ — Lucknow; name of a city and district in the United Provinces and Oudh.