ନଖ୍ନଉ
ନଖ୍ନଉ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାନଖ୍ନଉ
|
(ନଖ୍ନୋର୍—ଅନ୍ୟରୂପ)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ହିନ୍ଦୀ - ନକଲନୋର)
ସମ୍ପାଦନା- ୧. ଏକ ପ୍ରକାର ଛୋଟ ଚଢ଼େଇ; ନାଲ୍ ଚଢ଼େଇ —୧. A kind of small bird.
[ଦ୍ରଷ୍ଟବ୍ୟ —ଏହା ୩ ୪: ଇଞ୍ଚ ଲମ୍ୱା ଏହାର ଦେହଯାକ କଳା, ନାଲି ଓ ଧଳା ଟିପି ଟିପି ଚିହ୍ନ ଥାଏ]
- ୨. ନକନୋର୍ (ଦେଖ) - — ୨. Nakanor (See)
ଗ୍ରାମ୍ୟ - ବିଶେଷ୍ୟ -
ସମ୍ପାଦନାଅଯୋଧ୍ୟାର ନଗର ଓ ଜିଲ୍ଲାବିଶେଷ; ଲକ୍ଷ୍ଣୌ — Lucknow; name of a city and district in the United Provinces and Oudh.