ନଖେ

ଉଚ୍ଚାରଣ

ସମ୍ପାଦନା
  • Duration: 2 seconds.(file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ - ଓ ବିଶେଷ୍ୟ -

ସମ୍ପାଦନା

ଅତି ଅଳ୍ପ ମାତ୍ର; (ନଖ ସନ୍ଧିରେ ଯେତିକି ମାତ୍ର ସମ୍ଭାଏ) ବକଟେ; ନକଟେ —A minute quantity of; a little quantity of.