ନଖି ମାରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ପ୍ରାଦେଶିକ - (ପୁରୀ). କ୍ରି. (ପଇଡ଼ ଉପରୁ ଛଡ଼ା ହେବା ଚକତି ନଖ ପରି ପତଳା ଥିବାରୁ) ସମ୍ପାଦନା

ଛିଆଁ ହୋଇ ଥିବା ପଇଡ଼ର ଉପରୁ କଟୁରୀ ଆଦି କୌଣସି ଶସ୍ତ୍ରଦ୍ୱାରା ଗୋଟିଏ ଗୋଲାକାର ଟକତି ଛଡ଼ାଇବା —To cut a small slice from the top of a young cocoanut.

[ଦ୍ରଷ୍ଟବ୍ୟ —ଏପରି ନଖି ମାରି ଛଦ୍ର କରାଯାଇ ସେହି ବାଟେ ମୁହଁ ଲଗାଇ ବା ଗିଲାସରେ ଢାଳି ପଇଡ଼ପାଣି ପିଆଯାଏ]