ନଖଶିଖ
ନଖଶିଖ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - କ୍ରି. ବିଶେଷଣ - (ଅବ୍ୟୟୀଭାବ; ନଖ+ ଶିଖା)
ସମ୍ପାଦନାପାଦର ନଖଠାରୁ ଶିଖା ପର୍ଯ୍ୟନ୍ତ; ଆପାଦମସ୍ତକ — From head to foot; from top to toe.
ସତ୍ୱାମୃତ ହୁଡ଼ି ହୁଅନ୍ତି ସକଳେ ନଖଶିଖ ଘାରି ରାଜସଗରଳେ ରାଧାନାଥ. ଦରବାର
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନାନଖଠାରୁ ଶିଖା ପର୍ଯ୍ୟନ୍ତ ସମସ୍ତ ଅଙ୍ଗ (ହିନ୍ଦୀ - ଶ) — All the limbs of the body from the head to the nails.