ନଖଶିଖ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - କ୍ରି. ବିଶେଷଣ - (ଅବ୍ୟୟୀଭାବ; ନଖ+ ଶିଖା) ସମ୍ପାଦନା

ପାଦର ନଖଠାରୁ ଶିଖା ପର୍ଯ୍ୟନ୍ତ; ଆପାଦମସ୍ତକ — From head to foot; from top to toe.

ସତ୍ୱାମୃତ ହୁଡ଼ି ହୁଅନ୍ତି ସକଳେ ନଖଶିଖ ଘାରି ରାଜସଗରଳେ ରାଧାନାଥ. ଦରବାର

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ନଖଠାରୁ ଶିଖା ପର୍ଯ୍ୟନ୍ତ ସମସ୍ତ ଅଙ୍ଗ (ହିନ୍ଦୀ - ଶ) — All the limbs of the body from the head to the nails.