ନଖରୀ
ନଖରୀ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ନଖରିଣୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ନଖର+ ଅଛି ଅର୍ଥରେ ଇନ୍; ୧ମା. ୧ବ) ସମ୍ପାଦନା
ଯାହାର ନଖ ଅଛି; ନଖଧାରୀ (ଜନ୍ତୁ) — (animals) Having nails; having claws or talons.
(ନଖରୁଣୀ—ଅନ୍ୟରୂପ)
(ନାଖରାବାଜୀ—ବି)
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷଣ - ସ୍ତ୍ରୀ. (ଗାଳିରେ ବ୍ୟବହୃତ; ଫାରାସୀ - ନଖରା= ସ୍ତ୍ରୀମାନଙ୍କ କାମଚେଷ୍ଟାସୂଚକ ହାବଭାବ) ସମ୍ପାଦନା
- ୧. ଯେଉଁ ସ୍ତ୍ରୀ ପରପୁରୁଷ ପ୍ରତି ହାବଭାବ ଦେଖାଏ —୧. (a woman) Making bladishments of love; flirting; coquettish.
- ୨. ନଷ୍ଟ ଚରିତ୍ରା —୨. Dissolute.