ନଖରାୟୁଧ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନଖାୟୁଧ—ଅନ୍ୟରୂପ)

(ନଖରାୟୁଧ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ନଖର+ ଆୟୁଧ) ସମ୍ପାଦନା

୧. ସିଂହ — ୧. Lion.
୨. ବ୍ୟାଘ୍ର —୨. Tiger.
୩. ଯେଉଁ ପଶୁମାନଙ୍କର ନଖର ଅଛି —୩. Beasts having sharp claws; beasts of prey.
୪. ଯେଉଁ ପକ୍ଷୀମାନଙ୍କର ନଖର ଅଛି — ୪. Birds having talons; birds of prey.
୫. କୁକୁଡ଼ା —୫. A cock.
୬. (ରୂପକ କର୍ମଧା; ନଖର+ ଆୟୁଧ)—ନଖର ବା ତୀକ୍ଷ୍ଣ ନଖରୂପ ଅସ୍ତ୍ର —Nails utilised as weapon of offence and defence.
(ନଖରାୟୁଧା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

ଯାହାର ନଖ ଅସ୍ତ୍ରସ୍ୱରୂପ — Armed with claws.