ନଖକୋଣୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - —(ନଖ+ କୋଣ+ ଈ) ସମ୍ପାଦନା

ନଖର କୋଣବୃଦ୍ଧି ରୋଗ; କଣନଖା; ନଖଶୂଳ —A disease in which the nails increase and pierce the skin, giving excruciating pain; whitlow.