ନକ୍ଷତ୍ର ଯାଜକ
ନକ୍ଷତ୍ର ଯାଜକ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ନକ୍ଷତ୍ର+ ଯାଜି ଧାତୁ= ଯଜ୍ଞ କରାଇବା+ କର୍ତ୍ତୃ. ଅଳ; ଢୁଳ. ଗ୍ରହବିପ୍ର)
ସମ୍ପାଦନାଯେଉଁ ବ୍ରାହ୍ମଣ ନକ୍ଷତ୍ରଦୋଷର ଶାନ୍ତି ପାଇଁ ଅନୁଷ୍ଠିତ ଯାଗାଦିରେ ପୌରୋହିତ୍ୟ କରନ୍ତି; ନିକୃଷ୍ଟ ବ୍ରହ୍ମଣ— ବିଶେଷ —An inferior class of Brāhmaṇas who officiate at the rites performed for propitiating the evil stars.