ନକ୍ଷତ୍ର ବୃଷ୍ଟି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନକ୍ଷତ୍ର+ବୃଷ୍ଟି) ସମ୍ପାଦନା

ବହୁ ଉଲ୍କାର ଏକ ସମୟରେ ପତନ — Simultaneous falling of shooting stars.