ନକ୍ଷତ୍ର ନେମି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ନକ୍ଷତ୍ର+ନେମି=ପରିଧି) ସମ୍ପାଦନା

ଚନ୍ଦ୍ର — The moon.

୨. ବିଷ୍ଣୁଙ୍କର ନାମ —୨. A name of Bishṇu.
୩. ଧ୍ରୁବତାରା —୩. The polestar; Polaris.
୪. ରେବତୀ ନକ୍ଷତ୍ର — ୪. The ୨୭th lunar mansion.