ନକ୍ର
ନକ୍ର
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନ=ନୁହେ+କ୍ରମ୍ ଧାତୁ=ଗମନକରିବା+କର୍ତ୍ତୃ. ଅ; ଯେ ଆପଣା ସ୍ଥାନ ଅର୍ଥାତ୍ ଜଳରୁ ଉପକରକୁ ଯାଏ ନାହିଁ ଏବଂ ସୁସ୍ଥାନରେ ଥାଇ ଶିକାରକୁ ଆକର୍ଷଣ କରେ)
ସମ୍ପାଦନା- ୧. କୁମ୍ଭୀର —୧. Alligator.
- ୨. ଜଳଜନ୍ତୁ —୨. Aquatic animal
- ୩. ଦ୍ୱାରବନ୍ଧର ଉପର କାଠ —୩. The upper piece of a door- frame.