ନକ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ନ=ନୁହେ+କ୍ରମ୍ ଧାତୁ=ଗମନକରିବା+କର୍ତ୍ତୃ. ଅ; ଯେ ଆପଣା ସ୍ଥାନ ଅର୍ଥାତ୍ ଜଳରୁ ଉପକରକୁ ଯାଏ ନାହିଁ ଏବଂ ସୁସ୍ଥାନରେ ଥାଇ ଶିକାରକୁ ଆକର୍ଷଣ କରେ) ସମ୍ପାଦନା

୧. କୁମ୍ଭୀର —୧. Alligator.
୨. ଜଳଜନ୍ତୁ —୨. Aquatic animal
୩. ଦ୍ୱାରବନ୍ଧର ଉପର କାଠ —୩. The upper piece of a door- frame.