ନକ୍ତମାଳ

ଉଚ୍ଚାରଣ

ସମ୍ପାଦନା

(ନକ୍ତାହ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ନକ୍ତଂ=ରାତିରେ+ଆ+ଅଳ୍ ଧାତୁ=ଭୂଷିତ କରିବା+ଅ; ରାତିରେ ଫୁଲ ଫୁଟିବାରୁ)

ସମ୍ପାଦନା

କରଞ୍ଜ ଗଛ — A kind of tree; Galidupa Arborea.