ନକ୍ତଭୋଜୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନକ୍ତଭୋଜିନୀ—ସ୍ତ୍ରୀ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ନକ୍ତ+ଭୁଜ୍ ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ) ସମ୍ପାଦନା

ଯେ ଦିନରେ ଉପବାସ ରହି ରାତିରେ ଭୋଜନ କରେ; ନକ୍ତବ୍ରତଧାରୀ — Taking meals at night.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ପେଚା —୧. Owl.
୨. ବାଦୁଡ଼ି —୨. Bat.