ନକ୍ତଚର

ଉଚ୍ଚାରଣ

ସମ୍ପାଦନା

=== ସଂସ୍କୃତ - ବିଶେଷ୍ୟ - (ନକ୍ତ ଚର ଧାତୁ= ବିଚରଣ କରିବା+କର୍ତ୍ତୃ. ଅ)

୧. ରାକ୍ଷସ —୧. A demon; fiend.
୨. ପେଚକ —୨. An owl.
୩. ବିରାଡ଼ି —୩. A cat.
୪. ଚୋର —୪. A thief.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

ସମ୍ପାଦନା

ଯେ ରାତିରେ ବିଚରଣ କରେ — Wandering at night.