ନକ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବି—(ନଜ୍ ଧାତୁ=ଲଜ୍ଜିତ ହେବା+ଅଧିକରଣ. ତ) ସମ୍ପାଦନା

୧. ରାତି —୧. Night.
୨. ଯେଉଁ ସମୟରେ ମୁହୂର୍ତ୍ତ ମାତ୍ର ଦିନ ବାକି ଥାଏ; ସନ୍ଧ୍ୟା— ଗମ ସମୟ —୨. Evening; nightfall; dusk.
୪. ଶିବ (ହି, ଶବ୍ଦସାଗର) —୪. Ṡiba.
୫. ରାଜା ପୃଥୁଙ୍କର ଏକ ପୁତ୍ର — ୫. Name of a son of king Pṛuthu.
(ନକ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ନଜ ଧାତୁ+କର୍ତ୍ତୃ. ତ) ସମ୍ପାଦନା

ଲଜ୍ଜିତ — Ashamed.

୩. ନକ୍ତବ୍ରତ (ଦେଖ) - —୩. Nakta brata (See)