ନକେଇ
ନକେଇ
ଉଚ୍ଚାରଣ
ସମ୍ପାଦନା(ନକାଇ—ଅନ୍ୟରୂପ)
ଅନୁବାଦ
ସମ୍ପାଦନା(ବୀପରୀତ—ଚାଉଳିଆ)
=== ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଲିପ୍ତୀକୃତ; କିମ୍ୱା ଲିସ୍ପିକା=ଯାଉ)
ଲକେଇ; ଯାଉଆ; ଅତିରିକ୍ତ ପରିମାଣରେ ସିଦ୍ଧ ହେବା ଯୋଗୁଁ କୋମଳ ହୋଇଥିବା (ଅନ୍ନ) —Gruelly; become excessively softened owing to being over-boild.
କକେଇ! ଭାତ ହେଲା ନକେଇ, ତିଅଣ ହେଲା ହଳଦିଆ, ଜଗି ବସିଲେ ବଳଦିଆ—ଶିଶୁଗୀତ