ନକେଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନକାଇ—ଅନ୍ୟରୂପ)

ଅନୁବାଦ ସମ୍ପାଦନା

(ବୀପରୀତ—ଚାଉଳିଆ)

=== ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଲିପ୍ତୀକୃତ; କିମ୍ୱା ଲିସ୍ପିକା=ଯାଉ)

ଲକେଇ; ଯାଉଆ; ଅତିରିକ୍ତ ପରିମାଣରେ ସିଦ୍ଧ ହେବା ଯୋଗୁଁ କୋମଳ ହୋଇଥିବା (ଅନ୍ନ) —Gruelly; become excessively softened owing to being over-boild.

କକେଇ! ଭାତ ହେଲା ନକେଇ, ତିଅଣ ହେଲା ହଳଦିଆ, ଜଗି ବସିଲେ ବଳଦିଆ—ଶିଶୁଗୀତ