ନକୁଳ ତୈଳ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ -

ସମ୍ପାଦନା

ଅମବାତ ଆଦି ରୋଗରେ ଉପକାରୀ ନକୁଳ ମାଂସ ଓ ଅନ୍ୟ କେତେକ ମସଲା ସିଦ୍ଧ କରା ଯାଇ ପ୍ରସ୍ତୁତ ହେଇଥିବା ତୈଳ —A medicated oil (in which the flesh of ichneumon is boiled) used for rheumatism.