ନକୁଳୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ନକୁଳ+ସ୍ତ୍ରୀ+ଈ) ସମ୍ପାଦନା

୧. ମାଈ ନେଉଳ — ୧ A female ichneumon.
୨. କୁକ୍କୁଟୀ —୨. A hen.
୩. କୁଙ୍କୁମ —୩. Saffron.
୪. ଜଟାମାଂସୀ — ୪. A kind of herb, Hedysarum.
୫. ଶଂଖିନୀ ନାମକ ବନୌଷଧି (ହିନ୍ଦୀ - ଶବ୍ଦସାଗର) — ୫. A medicinal plant.