ନକିହଂସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ହଂସଜାତୀୟ ବୃହତ୍ ପକ୍ଷିବିଶେଷ — The comb-duck; Sarcidiornis Melanotus.

[ଦ୍ରଷ୍ଟବ୍ୟ —ଏହାର ମୁଣ୍ଡ ଧଳା, ମାତ୍ର ତହିଁରେ କଳାକଳା ଫୁଟି— ଫୁଟିକା ଦାଗ ଥାଏ ଅଣ୍ଡିରା ଚଢ଼େଇର ମୁଣ୍ଡରେ ଚର୍ମର ଚୂଡ଼ାଥାଏ ଏମାନଙ୍କୁ ବଡ଼ବଡ଼ ଜଳାଶୟରେ ଅଳ୍ପ ସଂଖ୍ୟରେ ଦଳ ବାନ୍ଧି ଚରିବାର ଦେଖାଯାଏ]