ନକିବ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆ) ସମ୍ପାଦନା

୧. ରାଜାଙ୍କ ଆଗମନବାର୍ତ୍ତା ପ୍ରକାଶକ ଅଗ୍ରଗାମୀ ଦୂତ —୧. A messenger who heralds the arrival of a king just before his arrival; herald.
୨. ରାଜାଙ୍କ ଯଶୋଗାୟକ ବ୍ୟକ୍ତି; ଚାରଣ; ଭାଟ — ୨. A panegyrist.
୩. (କଚିରିଆ) ଆଗରୁ ଦିଆଯିବା ପରିଚୟ; ଅଗ୍ରସୂଚନା — ୩. Introduction; preliminary hint.
୪. ଆପଣା ପ୍ରଭୁଙ୍କର ପରିଚୟଦାତା —୪. A usher.
୫. ପିଆଦା —୫. peon.