ନକି
ନକି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ପତଳା ପିତ୍ତଳର ପତ୍ର (ଯାହା ସାମାନ୍ୟ ଭାର ପାଇଲେ ଲାକ ଲକ ହୁଏ) —୧. Selnder brass plates.
- ୨. ପିତଳ ପତ୍ରରେ ତିଆରି ବାସନ; ତସଲା — ୨. A pot made from selnder or thin brass plates.
ଅନୁବାଦ
ସମ୍ପାଦନାନକି
|
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
ସମ୍ପାଦନାତିଆପୁଡ଼ା କଉଡ଼ି ଖେଳରେ ୧, ୫,: ୯ ଓ ୧୩: ସଂଖ୍ୟକ ଦାନ —A throw of cowries resulting in ୧, ୫, ୯ and ୧୩ cowries falling with the ventral side upwards.
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
ସମ୍ପାଦନାପିତଳ ପଲମ — A flat pan of brass.