ନକାସୀ କାମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଆରବୀ - ନକ୍କାସୀ+ସଂସ୍କୃତ - କର୍ମ) ସମ୍ପାଦନା

୧. ଧାତୁ ଓ ମଣି ଆଦି ଉପରେ ଖୋଦନ କର୍ମ — ୧. Engraving or carving on metal and gems.
୨. ଧାତୁ ଓ ମଣିଆଦି ଉପରେ ଖୋଦନ କରିବା ବିଦ୍ୟା ବା କୌଶଳ —୨. The art of engraving or carving on metals and gems.