ନକସୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ନକସୀ—ଅନ୍ୟରୂପ)

ବୈଦେଶିକ - ବିଶେଷଣ - (ଆରବୀ - ନକ୍କାସୀ) ସମ୍ପାଦନା

ବଣିଆମାନଙ୍କଦ୍ୱାରା କରା ଯାଇଥିବା ସୁନା ରୂପାର ଓ ମଣିର କାରୁକାର୍ଯ୍ୟ ଓ ଖୋଦାଇ କାର୍ଯ୍ୟବିଶିଷ୍ଟ (ଅଳଙ୍କରା ଆଦି); ଦାଇମନ୍— କଟା ଓ ଫୁଲ ଲତା ଆଦି କାରୁକାର୍ଯ୍ୟ ବିଶିଷ୍ଟ — (ornaments) Having artistic or ornamental designs or engravings (on stone or metal)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଧାତୁ ଓ ମଣି ଆଦିର ଲତାପତ୍ର ଆଦି ଖୋଦନ କରିବା; ଖୋଦାଇ କାମ —୧. Engraving; carving on metal and gems.
୨. କାରୁକାର୍ଯ୍ୟ; କମ —୨. Artistec designs.
୩. ଯେ ଖାଦେଇ କାମ କରେ —୩. Engraver.
୪. ଚିତ୍ରକାର; ଚିତ୍ରଆଙ୍କିଲା ବାଲା —୪. Painter.
୫. ନକସା କଲାବାଲ —୫. Draughtsman.