ନକଲ ବହି
ନକଲ ବହି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଫାରାସୀ - ନକଲ୍+ବହୀ) (କଚିରିଆ ଓ ମହାଜନୀ ସିରସ୍ତା)
ସମ୍ପାଦନା- ୧. କୌଣସି ସିରସ୍ତାରୁ ଅନ୍ୟତ୍ର ପ୍ରେରିତ ପତ୍ରାଦିର ପ୍ରତିଲିପି ଯେଉଁ ପୁସ୍ତକରେ ଲେଖା ହାଇ ରହେ —୧. A book in which copies of letters issued from an office is kept.
- ୨. ରେଜିଷ୍ଟରିଖାନାରେ ଯେଉଁ ଖାତାରେ ରେଜିଷ୍ଟରି ହୋଇଥିବା ଦସ୍ତାବିଜମାନଙ୍କର ଅବିକଳ ପ୍ରତିଲିପି ରହେ — ୨. A book kept in the Registration office in which the registrered documents are copised out.
- ୩. ଏକପ୍ରକାର ଖୁବ୍ ବାରିକ୍ କାଗଜର ବହି, ଯହିଁର ପୃଷ୍ଠା ତଳେ କପୀଙ୍ଗ୍ କାଳିରେ ଲେଖା ଚିଠି ଆଦି ଚାପି ଦେଲେ ତହିଁରେ ନକଲ ଉଠିଯାଏ — ୩. A coppying book.