ନକଲ ନବିସ୍

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫା)

ସମ୍ପାଦନା
୧. ପ୍ରତିଲିପିକାରକ; ଯେଉଁ କର୍ମଚାରୀ ନକଲ କରିବାକୁ ନିଯୁକ୍ତ ହୋଇଥାଏ — ୧. A copyist; a copying clerk.
୨. ଯେ ଦଲିଲ ଉତାରେ — ୨. Transcriber of documents.