ନକଲ କରିବା
ନକଲ କରିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ନକଲ କାଢ଼ିବା—ଅନ୍ୟରୂପ)
ଦେଶଜ - କ୍ରି.
ସମ୍ପାଦନା- ୧. ଥଟ୍ଟା କରିବା — ୧. To jest.
- ୨. ଛଇ ବାହାର କରିବା — ୨ To make a sport.
- ୩. କାହାରିକୁ ଅନୁକରଣ କରି ଥଟା ବା ପରିହାସ କରିବା —୩. To mimic; to redicule by imitating.
- ୪. ପ୍ରତିଲିପି କରିବା —୪. To make a copy.
- ୫. ଅନୁକରଣ କରିବା —୫. To imitate.
ନକଲ କରିବା
ଦେଶଜ - କ୍ରି.
ସମ୍ପାଦନାକୌଣସି ଲେଖାର ବା ବହିର ପ୍ରତିଲିପି ଆପଣା ନିକଟରେ ସାଇତିବା
[ଦ୍ରଷ୍ଟବ୍ୟ —ଏହିପରି ନୋଟ୍ ରଖିବା, ଟିପା ରଖିବା]