ନକଲିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ପୁଂ. ଓ ସ୍ତ୍ରୀ ସମ୍ପାଦନା

୧. ଥଟ୍ଟାବାଜ୍ — ୧. Jestive; jocular.
୨. କୌତୁକପ୍ରିୟ — ୨. Sportive; funny.
୩. ଅନୁକରଣପ୍ରିୟ —୩. Mimicing.
୪. ଯେ ଅନ୍ୟକୁ ହସାଇବା ଭଳି କଥା କହିବାରେ ପଟୁ — ୪. Witty; hummorous.
୫. ନଅଗୋଟି କଲୀ ଲାଗିଥିବା (କୁର୍ତ୍ତା) — ୫. (coat) Having ୯ long triangular bits of cloth sewn to it.