ନକଡ଼ା ଛକଡ଼ା କରିବା

ନକଡ଼ା ଛକଡ଼ା କରିବା

ଉଚ୍ଚାରଣ

ସମ୍ପାଦନା

(ନକଡ଼ ଛକଡ଼ କରିବା—ଅନ୍ୟରୂପ)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରିୟାପଦ -

ସମ୍ପାଦନା
୧. ତୃଣବତ ଗଣନା କରିବା; ତୁଚ୍ଛ ମନେ କରିବା — ୧. To treat with scorn.
୨. ମୂଲ୍ୟହୀନ ପଦାର୍ଥ ପରି ବ୍ୟବହାର କରିବା — ୨. To deal with a thing as if it is of no value.
୩. ଅପମାନିତ କରିବା —୩. To insult; to humiliaate.