ନକଡ଼ା ଛକଡ଼ା କରିବା

ନକଡ଼ା ଛକଡ଼ା କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନକଡ଼ ଛକଡ଼ କରିବା—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ତୃଣବତ ଗଣନା କରିବା; ତୁଚ୍ଛ ମନେ କରିବା — ୧. To treat with scorn.
୨. ମୂଲ୍ୟହୀନ ପଦାର୍ଥ ପରି ବ୍ୟବହାର କରିବା — ୨. To deal with a thing as if it is of no value.
୩. ଅପମାନିତ କରିବା —୩. To insult; to humiliaate.