ନକଟକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ଓବିଶେଷଣ - ସମ୍ପାଦନା

୧. ଅତି ସାମାନ୍ୟ ମାତ୍ର — ୧. A little only; a minute quantity.

(ଯଥା—ଘିଅ ନକଟକ ମୋତେ ଅଣ୍ଟିବ ନାହିଁ)

୨. ଅତି କ୍ଷୁଦ୍ର; ଟିକିଏ ମାତ୍ର — ୨. Very small; tiny.

(ଯଥା—ଏ ପିଲା ନକଟକ ଠେଇଁ ଏତେ ହୁନ୍ଦର ଅଛି)