ନକଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନକ୍ତକ=ଲେଙ୍କଡ଼ା କନା) ସମ୍ପାଦନା

୧. ଟିକିଏ; ଅତି ଅଳ୍ପ ମାତ୍ରା —୧. A minute quantity.


(ନକଟକ; ନକଟେ—ଅନ୍ୟରୂପ)

ଅନୁବାଦ ସମ୍ପାଦନା

୨. କନ୍ଥା; ଚିରାକନା — ୨. Rag.

ବିଶେଷଣ - ସମ୍ପାଦନା

୧. ବକଟେ; ଅତି ଛୋଟ; କ୍ଷୁତ୍ର — ୧. Very small; a little.
୨. ଚିରା; ଲେଙ୍କଡ଼ା (କନା) —୨. Ragged; torn.