ନଉରୋଜ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ନଓରୋଜ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଆରବୀ - ନଓ ଓ ଫାରାସୀ - ରୋଜ୍=ନବବର୍ଷ; ମୁସଲ— ମାନଙ୍କ ସନର ପ୍ରଥମ ଦିବସ) ସମ୍ପାଦନା

ଆକବର ବାଦଶାହାଙ୍କଦ୍ୱାରା ଅନୁଷ୍ଠିତ ଉତ୍ସବବିଶେଷ —୧. A festival indroduced to India by Emperor Akbar on the Mahomedan new year's day.

୨. ମୁସଲମାନଙ୍କ ନବବର୍ଷର ପ୍ରଥମ ଦିବସ —୨. The new year's day of the Mahomedan year.