ମୁଖ୍ୟ ସୂଚୀ ଦେଖିବେ

ନଉରୋଜ୍

ବିଷୟସୂଚୀ

ଓଡ଼ିଆସମ୍ପାଦନ କରନ୍ତୁ

ଉଚ୍ଚାରଣସମ୍ପାଦନ କରନ୍ତୁ


ଅନୁବାଦସମ୍ପାଦନ କରନ୍ତୁ

(ନଓରୋଜ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଆରବୀ - ନଓ ଓ ଫାରାସୀ - ରୋଜ୍=ନବବର୍ଷ; ମୁସଲ— ମାନଙ୍କ ସନର ପ୍ରଥମ ଦିବସ)ସମ୍ପାଦନ କରନ୍ତୁ

ଆକବର ବାଦଶାହାଙ୍କଦ୍ୱାରା ଅନୁଷ୍ଠିତ ଉତ୍ସବବିଶେଷ —୧. A festival indroduced to India by Emperor Akbar on the Mahomedan new year's day.

୨. ମୁସଲମାନଙ୍କ ନବବର୍ଷର ପ୍ରଥମ ଦିବସ —୨. The new year's day of the Mahomedan year.