ନଉବତ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନୌବତ୍— ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - . ବିଶେଷ୍ୟ - (ଫାରାସୀ - ନୌବତ୍=ସମୟ,ପାଳି; ଯାହା ରାଜଦ୍ୱାରରେ ନିର୍ଦ୍ଧିଷ୍ଟ ସମୟରେ ବାଦିତ ହୁଏ) ସମ୍ପାଦନା

ନହବତ; ଡେମ୍ଫନାଗରା; ଯୋଡ଼ି ନାଗରା — Kettle-drums beaten in pairs periodically everyday at the gate of kings and rich people.

ହୋଇଲା ପ୍ରଭାବିତ ନଉବତ ଶୁଭିଲା ବନ୍ଦୀବୃନ୍ଦ ସ୍ତୁତିବାଦ କବିସୂର୍ଯ୍ୟ. ଚନ୍ଦ୍ରକଳା

[ଦ୍ରଷ୍ଟବ୍ୟ —ଏହା ପ୍ରତ୍ୟହ ନିର୍ଦ୍ଦିଷ୍ଟ ସମୟରେ ଦେବମନ୍ଦିର ଓ ରାଜଦ୍ୱାର ସମ୍ମୁଖରେ ଓ ଅନ୍ୟ ସ୍ଥାନରେ ଉତ୍ସବ ଓ ମଙ୍ଗଳ କର୍ମ ଉପଲକ୍ଷରେ ବଜାଯାଏ ନଉବତ୍ ସଙ୍ଗେ ମହୁରୀ ମଧ୍ୟ ବଜାଯାଏ ]