ନଉଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନୌଡ଼ି—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଗୁଡ଼) ସମ୍ପାଦନା

୧. ଯଷ୍ଟି; ଲଉଡ଼ି; ବାଡ଼ି — ୧. Stick.
୨. ଗଉଡ଼ଙ୍କ ବାଡ଼; ଗୋରୁଜଗା ବାଡ଼ି — ୨. A cowherd's staff.

ଏହି ନଉଡ଼ି ଧରି ଚରାଏ ଗୋବାଛୁରୀ ଗଉଡ଼ ମୂରଲୀ ବଜାଇ ମଧୂସୂଦନ. ଛନ୍ଦମାଳା