ନଉକରାନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନୌକରାନ୍—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବହୁବଚନ) ସମ୍ପାଦନା

ଚାକରମାନେ — Servants.

ଦେଶଜ - ବିଶେଷଣ - ସମ୍ପାଦନା

୧. ଚାକର ସମ୍ୱନ୍ଧୀୟ — ୧. Relating to servants.
୨. ଚାକିରୀ ସମ୍ୱନ୍ଧୀୟ —୨. Realting to service.

(ଯଥା—ନଉକରାନ୍ ଜାଗିରି)