ନଉ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ଓବିଶେଷଣ - (ସଂଖ୍ୟାବାଚକ) (ସଂସ୍କୃତ - ନବତି) ସମ୍ପାଦନା

ନବତି; ନବେ;୯ —୯୦; ninty

ଭୀମସେନ ସୁତ ତା ସହି ନ ପାରିଲେ ନଉ କାଣ୍ଡ ଦୁର୍ମୂଖ ଦେହକୁ ବନ୍ଧିଲେ କୃଷ୍ଣସିଂହ. ମହାଭାରତ ଭୀଷ୍ମ

ଗ୍ରାମ୍ୟ - ବୈଦେଶିକ - ବିଶେଷ୍ୟ - (ଫାରାସୀ - ଲହୁ) ସମ୍ପାଦନା

ରକ୍ତ —Blood.

ପ୍ରାଦେଶିକ - (ଭତରି ଭାଖା) ବିଶେଷ୍ୟ - ଓବିଶେଷଣ - ସମ୍ପାଦନା

ନଅ; ୯ —୯; nine.