ନଈ ପହଁରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନଈ ପହରା—ଅନ୍ୟରୂପ)

  • (file)

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ - ସମ୍ପାଦନା

ଗେଟେଇ ଅଟକାଳି; ଗଇଣ୍ଠା ଓ ଖିରି — Cake and gruel.

ଦେଶଜ - ବିଶେଷ୍ୟ - ସମ୍ପାଦନା

ନଈରେ ପହଁରିବା — Swimming in a river.