ନଈକୂଳିଆ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ -

ସମ୍ପାଦନା
୧. ନଦୀକୂଳ ସମ୍ୱନ୍ଧୀୟ — ୧. Relating to the river bank.
୨. ନଦୀ କୂଳରେ ଅବସ୍ଥିତି ବା ଜାତ — ୨. Situated or grown on the bank of a river.

(ଯଥା—ନଈକୂଳିଆ ଫସଲ)