ମୁଖ୍ୟ ସୂଚୀ ଦେଖିବେ

ନଇଲା

ବିଷୟସୂଚୀ

ଓଡ଼ିଆସମ୍ପାଦନ କରନ୍ତୁ

ଉଚ୍ଚାରଣସମ୍ପାଦନ କରନ୍ତୁ


ଅନୁବାଦସମ୍ପାଦନ କରନ୍ତୁ

ଦେଶଜ - କ୍ରିୟାପଦ - (ସେ ବା ତାହା କର୍ତ୍ତା ସଙ୍ଗେ ଯୁକ୍ତ; ଅନାଦରାର୍ଥକ)ସମ୍ପାଦନ କରନ୍ତୁ

୧. ପଇଟିଲା ନାହିଁ ଆସିଲା ନାହିଁ — ୧. Is not mastered or got by heart.
୨. ନ ଆସିଲା; ଆସିଲା ନାହିଁ — ୨. Did not come.
୩. ନ ହେଲା; ନୋହିଲା —୩. Did not happen.
୪. ଆସିନାହିଁ —୪. Has not come.

ଦେଶଜ - ବିଶେଷ୍ୟ -ସମ୍ପାଦନ କରନ୍ତୁ

ନହଲା (ଦେଖ) - —Nahalā (See)

ଦେଶଜ - ବିଶେଷଣ -ସମ୍ପାଦନ କରନ୍ତୁ

୧. ନ ଘଟିବା (କଥା) — ୧. (a thing) Which has not happened.
୨. ଯାହା ପଇଟି ନ ଥାଏ — ୨. That which has not been mastered or got by heart.