ନଇଲା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସେ ବା ତାହା କର୍ତ୍ତା ସଙ୍ଗେ ଯୁକ୍ତ; ଅନାଦରାର୍ଥକ) ସମ୍ପାଦନା

୧. ପଇଟିଲା ନାହିଁ ଆସିଲା ନାହିଁ — ୧. Is not mastered or got by heart.
୨. ନ ଆସିଲା; ଆସିଲା ନାହିଁ — ୨. Did not come.
୩. ନ ହେଲା; ନୋହିଲା —୩. Did not happen.
୪. ଆସିନାହିଁ —୪. Has not come.

ଦେଶଜ - ବିଶେଷ୍ୟ - ସମ୍ପାଦନା

ନହଲା (ଦେଖ) - —Nahalā (See)

ଦେଶଜ - ବିଶେଷଣ - ସମ୍ପାଦନା

୧. ନ ଘଟିବା (କଥା) — ୧. (a thing) Which has not happened.
୨. ଯାହା ପଇଟି ନ ଥାଏ — ୨. That which has not been mastered or got by heart.